Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

+୨ ପିଲାଙ୍କ ପାଇଁ ବଡ଼ ଖବର: ଫେବ୍ରୁଆରିରେ ଯୁକ୍ତ ଦୁଇ ପରୀକ୍ଷା

Posted on October 17, 2025

ଓଡିଶାର +୨ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ଆସନ୍ତା ଫେବ୍ରୁଆରି ୧୫ ରୁ ୨୫ ମଧ୍ୟରେ ହେବ ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡିସେମ୍ବର ୧୫ ସୁଦ୍ଧା ମିଳିବ ।

ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ ରୁ ୩୧ ମଧ୍ୟରେ ହେବ, ଯେଉଁମାନେ ଏହି ସମୟରେ ଦେଇପାରିବେ ନାହିଁ ସେମାନଙ୍କ ପାଇଁ ଜାନୁଆରୀ ୧୦ ରୁ ୧୫ ମଧ୍ୟରେ ଅନ୍ୟ ସୁଯୋଗ ରହିବ । ପ୍ରାକ୍ଟିକାଲ୍ ପରୀକ୍ଷା ହେବ ଜାନୁଆରୀ ୨ ରୁ ୧୫ ପର୍ଯ୍ୟନ୍ତ ।

ଏକ୍ସ-ରେଗୁଲାର ଫର୍ମ ଫିଲଅପ ଅକ୍ଟୋବର ୧୩ ରୁ ନଭେମ୍ବର ୨୨ ପର୍ଯ୍ୟନ୍ତ ଓ ରେଗୁଲାର ଫର୍ମ ଫିଲଅପ ଅକ୍ଟୋବର ୨୦ ରୁ ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୨୯ ସୁଦ୍ଧା ସମସ୍ତ ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା ।

ଏଥର ମୋଟ ୧,୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା ଓ ରେଜଲ୍ଟ ପରେ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ଡିଜିଟାଲ ହେବ ବୋଲି ଜଣାପଡ଼ିଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme