Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୦ ବର୍ଷ ଧରି ଫେରାର୍ ଥିବା ନକ୍ସଲ ଗିରଫ

Posted on December 13, 2025

୨୦ ବର୍ଷ ଧରି ଖୋଜୁଥିବା ନକ୍ସଲ ମୋତିଲାଲ ଓରଫ ଚୁନ୍ନା କୁସ୍କୁକୁ ଶେଷରେ ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ର ସହଯୋଗରେ ଝାଡ଼ଖଣ୍ଡ ପୁଲିସ ଗିରଫ କରିଛି। ମୋତିଲାଲକୁ ଚିହରା ଥାନା ଅଞ୍ଚଳର ହରଣୀ ଗାଁରେ ତାର ଘରୁ ଧରାଯାଇଛି। ମୋତିଲାଲ ଚକାଇ ଥାନାର ଏକ ମାଓବାଦୀ କାର୍ଯ୍ୟକଳାପରେ ଅଭିଯୁକ୍ତ ଥିଲା। ଗିରଫ ପରେ ପୁଲିସ ତାଙ୍କୁ ପଚରାଉଚରା କରି ତାର ଅନ୍ୟାନ୍ୟ ଅପରାଧିକ ନେଟୱର୍କ ଏବଂ ପୁରୁଣା ମାମଲା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ସୂଚନାଯୋଗ୍ୟ ଯେ, ୨୦୦୫ ମସିହାରେ ଚକାଇ ଥାନା ଅଞ୍ଚଳର ଚହବଚ୍ଛା ନିବାସୀ ଜୀବଲାଲ ପାସୱାନଙ୍କ ଘରେ ନକ୍ସଲମାନେ ଆକ୍ରମଣ କରିଥିଲେ। ନକ୍ସଲମାନେ ପ୍ରଥମେ ଘରକୁ ପ୍ରବେଶ କରି ଲୁଟପାଟ କରିଥିଲେ, ପରେ ଜୀବଲାଲ ପାସୱାନଙ୍କୁ ଘରୁ ନେଇ ଏକ ପାହାଡ଼ରେ ହାଣି ହତ୍ୟା କରିଥିଲେ।

ଏହି ଘଟଣା ପରଠାରୁ ମୋତିଲାଲ ଫେରାର ହୋଇ ଦୁଇ ଦଶକ ଧରି ପୁଲିସର ନଜରରୁ ଲୁଚି ରହିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,501)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme