Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧ ଲକ୍ଷ ୨୪ ହଜାର ଟପିଲା ସୁନା ମୂଲ୍ୟ….

Posted on October 9, 2025

ସୁନା ଦର ୧ ଲକ୍ଷ ୨୫ ହଜାର। ପୁଣି ରେକର୍ଡ ଭାଙ୍ଗିଲା ସୁନା ଦର। ପ୍ରତିଦିନ ସୁନା ଦରରେ ନୂଆ ରେକର୍ଡ। ୨୪ କ୍ୟାରେଟ ଭରି ପିଛା ୧ ଲକ୍ଷ ୨୫ ହଜାର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୨୪,୧୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୩,୮୦୦ ଟଙ୍କା ଛୁଇଁଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଦର ୧ ଲକ୍ଷ ୨୪ ହଜାର ୧୫୦। ୨୨ କ୍ୟାରେଟ୍ ଦର ୧ ଲକ୍ଷ ୧୩ ହଜାର ୮୦୦। ୫ ଦିନରେ ଦର ବଢ଼ିଲାଣି ୫ ହଜାରରୁ ଅଧିକ। କେବଳ ଅକ୍ଟୋବର ମାସରେ ୪%ରୁ ଅଧିକ ଦର। ଗତ ୬ ମାସରେ ସୁନା ଦର ୩୦ ପ୍ରତିଶତ ବୃଦ୍ଧି। ଏପ୍ରିଲ ୯ରେ ସୁନା ଦର ଥିଲା ୮୨,୯୦୦। ଅକ୍ଟୋବର ୯ରେ ପ୍ରାୟ ୧ ଲକ୍ଷ ୧୪ ହଜାର ଛୁଇଁଥିଲା। ଅନ୍ୟପଟେ ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୨୪,୧୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୧୩,୮୦୦ ଟଙ୍କାରେ କାରବାର ଆରମ୍ଭ କରିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୨୪,୩୦୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୧୩,୯୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୨୪,୩୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୧୪,୦୦୦ ଟଙ୍କା ରହିଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୨୪,୧୫୦ ଓ ୧,୧୩,୮୦୦ ଟଙ୍କା ରହିଛି

ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୭୧,୦୦୦ ଟଙ୍କାରେ କାରବାର ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme