Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହନୁମାନ ମନ୍ଦିରରୁ ଦ୍ଵିଭାଷୀ ଶିଳାଲେଖ ଠାବ

Posted on November 27, 2025

୩୦୦ ବର୍ଷ ପୁରୁଣା ହନୁମାନ ମନ୍ଦିରରୁ ଦ୍ଵିଭାଷୀ ଶିଳାଲେଖ ଠାବ। ଗଜପତି ଜିଲ୍ଲା ପାରଳଖେମୁଣ୍ଡିର ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଅନ୍ତର୍ଗତ ଥିବା ହନୁମାନ ମନ୍ଦିରରୁ ଏହି ଦ୍ଵିଭାଷୀ ଶିଳାଲେଖ ଠାବ ହୋଇଛି। ଯାହାକୁ ପୁରୁଣାପାଟଣା ନିବାସୀ ଶିକ୍ଷକ ପି. ଆପଲ୍ ରାଜୁ ଠାବ କରି ଲିପିତତ୍ଵ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଅଧିକାରୀଙ୍କ ମତରେ ଏଥିରେ ଉଦୟଗିରି ୟେଙ୍କଟ ରାଉ ପାନ୍ତୁଲୁଙ୍କ ଧର୍ମ ଉଲ୍ଲେଖ ଥିବା କହିଛନ୍ତି। ଏହା ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଉଲ୍ଲେଖ ହୋଇଛି । ଏଥିସହ ଏଥିରେ ୧୭୦୦ ବେଳେ ବ୍ୟବହାର ହେଉଥିବା ଓଡ଼ିଆ ଅକ୍ଷର ବ୍ୟବହାର ହୋଇଥିବା ଗବେଷକ ମତ ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ମତରେ ଏହା ୧୭୦୬-୧୭୪୮ ମଧ୍ୟରେ ଗଜପତି ପ୍ରତାପରୁଦ୍ରଙ୍କ ସମୟରେ ନିର୍ମିତ। ଶିଳାଲେଖରେ ଉଲ୍ଲେଖ ଥିବା ବ୍ୟକ୍ତି ଗଜପତିଙ୍କ କମା ଆଗ୍ରହାର ହୋଇଥିବା ଅଧିକାରୀ ଅନୁମାନ କରିଛନ୍ତି। ସେହିପରି ଦେଉଳରେ ପ୍ରତାପରୁଦ୍ର ଓ ନିର୍ମାତାଙ୍କ ପ୍ରତିମା ଥିବା ଅଧିକାରୀ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme