Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ

Posted on December 17, 2025

ଦିଗପହଣ୍ଡି ରେଞ୍ଜ ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ। ଜଙ୍ଗଲରୁ ଜନ ବସତି ମୁହାଁ ହେଉଛନ୍ତି ଚାରି ଟିକିଆ ହାତୀ ପଲ। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ହାତୀ କବଳରୁ ଫସଲକୁ କିଭଳି ସୁରକ୍ଷା ଦେବେ ସେନେଇ ଚିନ୍ତାରେ ଚାଷୀକୂଳ। ଗତ କିଛି ଦିନ ତଳେ ପଳାସପୁର ଇନ୍ଦିରାବାସ ନୂଆଗଡ ଢେପାଗୁଡା ଠାରେ ବହୁ କଦଳୀ ଗଛ,ଆମ୍ବ ଗଛ, ପଣସ ଗଛ ଓ ଧାନ ଗଦା ଖାଇ ନଷ୍ଟ କରିଥିଲେ। ଚାଷ ଜମି ନିକଟରେ ଥିବା ଚାଷୀ ଙ୍କ ପାୱାର ଟିଲର , ପାଣି ପମ୍ପ ଓ ବିଛାଯାଇଥିବା ପାଇପକୁ କଚାଡି ନଷ୍ଟ କରିଥିଲେ ହାତୀପଲ।ତେବେ ଏହି ଚାରି ଟିକିଆ ହାତୀ ପଲର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ଟିମ୍ ! ରାତିରେ ପେଟ୍ରୋଲିଂକୁ ଜୋରଦାର କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme