Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସମ୍ପର୍କରେ ମଧୁରତା ଭରେ ଚୁମ୍ୱନ ; ଆଜି କିସ୍ ଡେ’

Posted on February 13, 2026

ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ହଗ୍ ଡେ(ଆଲିଙ୍ଗନ ଦିବସ)କୁ ନେଇ ଦେଖିବାକୁ ମିଳିଥିଲା ଏକ ସକାରାତ୍ମକ ଉତ୍ସାହ । ଜୀବନର ଭିଡ଼ ଭିତରେ ମଣିଷ ଯେଉଁଠି କଥା କହିବାକୁ ସମୟ ପାଉନାହିଁ, ସେଠି ଏକ ସରଳ ଆଲିଙ୍ଗନ ମାଧ୍ୟମରେ ଭାବନା ପ୍ରକାଶ କରୁଥିବାର ଦେଖାଯାଇଛି । କଲେଜ୍ କ୍ୟାମ୍ପସ, ଅଫିସ୍ ପ୍ରାଙ୍ଗଣ, ପାର୍କ ଓ ସାଧାରଣ ସ୍ଥାନରେ ଯୁବପିଢ଼ି ସହିତ ସମବୟସ୍କମାନେ ହଗ୍ ଡେକୁ ସ୍ନେହ ଓ ସମ୍ମାନର ପ୍ରତୀକ ଭାବେ ପାଳନ କରିଥିଲେ ।

ପ୍ରତିଶ୍ରୁତି ପରେ ଆଜି ଆଲିଙ୍ଗନ ଦିବସ, ପ୍ରେମର ଗଭୀରତା ଦର୍ଶାଇବେ ପ୍ରମୀଯୁଗଳ । ଦୀର୍ଘ ସମୟ ପରେ ଭେଟ ହୋଇନଥିବା ସାଙ୍ଗସାଥୀ, ଦୂରେ ଥିବା ସମ୍ପର୍କୀୟମାନେ ଆଜି ଏକ ଆଲିଙ୍ଗନ ମାଧ୍ୟମରେ ପୁଣି ନିକଟତର ହୋଇଥିବା ଦେଖାଯାଇଛି । ଏଥିସହିତ ବିଭିନ୍ନ ପାର୍କ, କାଫେ, କଲେଜ୍ କ୍ୟାମ୍ପସ ହଗ୍ ଡେକୁ ନେଇ ଦେଖାଯାଇଥିଲା ଏକ ରୋମାଣ୍ଟିକ୍ ପରିବେଶ । ପ୍ରେମୀଯୁଗଳମାନେ ମଧ୍ୟ ଆଲିଙ୍ଗନକରି ମନର କଥା ପ୍ରକଟ କରିଥିଲେ । ଆଲିଙ୍ଗନ କରିବାଦ୍ୱାରା ମନର ଚାପ ଦୂରହେବା ସହିତ, ଏକାକୀପଣକୁ ଦୂର କରି ହୁଏ । ସେଥିପାଇଁ ଏହି ଦିବସକୁ ସାଙ୍ଗସାଥୀ ଓ ପ୍ରିୟପରିଜନଙ୍କ ସହିତ ପାଳନ କରାଯାଉଥିବାର ଦେଖାଯାଇଛି । ଶୁକ୍ରବାର ଭାଲେଣ୍ଟାଇନ୍ ସପ୍ତାହର ସପ୍ତାହ ସପ୍ତମ ଦିନ ଅର୍ଥାତ୍ ଫେବୃଆରୀ ୧୩ ତାରିଖ ଦିନ ପାଳନ ହୋଇଥାଏ କିସ୍ ଡେ’ । ପ୍ରେମର ଭାବନାକୁ ଆହୁରି ଗଭୀର କରିବାକୁ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରିଥାନ୍ତି। କିସ କରିବା ଦ୍ବାରା ଉଭୟଙ୍କ ମଧ୍ୟରେ ସ୍ନେହ ଭାବନା ବଢିବା ସହ ଲଭ ପାର୍ଟନରଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହୋଇଥାଏ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme