Skip to content
ସିମୁଳିଆ: ମଇତା ପୁର ପଂଚାୟତ ର ରାମବିନ୍ଧା ଗ୍ରାମ ର ପଦ୍ମଲୋଚନ ଦାଶ ଙ୍କ ୨୪ ବର୍ଷ ର ପୁତ୍ର ତଥା ପୂଜକ ସୁରେନ୍ଦ୍ର ଦାଶ କଳାଶୁଣିରେ ପୂଜା କରୁଥିବା ସମୟରେ ବ୍ରଜ୍ରାପାତରେ ତାଙ୍କର ଦେହାନ୍ତ ହୋଇଯାଇଛି। କଳାଶୁଣୀ ରେ ଲଷ୍ମୀପୂଜା କରୁଥିଲେ ପୂଜକ ସୁରେନ୍ଦ୍ର ଦାଶ ଓ ହାତରେ ମାଇକରାଫୋନ ଧରିଥିବା ବେଳେ ଅପରାହ୍ନ ରେ ହଠାତ ବଜ୍ରାଘାତ ହୋଇ ମାଇକ୍ରୋ ଫୋନ ଚାର୍ଜ ହୋଇଯାଇଥିଲା। ନନା ସେହିଠାରେ ପଡି ଯାଇଥିଲା ବେଳେ ଅନ୍ୟ ଜଣେ ଙ୍କୁ ଛାଟି ଦେଇଥିଲା। ଫଳରେ ପୂଜା ସ୍ଥଳ ଶୋକାକୁଳ ହୋଇଯାଇଥିଲା। ଗ୍ରାମରେ ଶୋକ ଖେଳି ଯାଇଥିଲା ତୁରନ୍ତ ତାଙ୍କୁ ଭଦ୍ରକ ଡାକ୍ତରଖାନା ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଦେହାନ୍ତ ଖବର ସାରା ମଇତାପୁର ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି