Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Posted on February 13, 2026

ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓ ରୋମିଓ’ ଆଜି ରିଲିଜ୍ ହୋଇଛି । ଯେଉଁଥିରେ ଶାହିଦ କପୁର, ତୃପ୍ତି ଡିମରି, ଅଭିନାଶ ତିୱାରୀ, ନାନା ପାଟେକର, ଫରିଦା ଜଲାଲ, ଦିଶା ପଟାନି ଏବଂ ତମନ୍ନା ଭାଟିଆଙ୍କୁ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ନଜର ଆସିଛନ୍ତି । ଏମାନଙ୍କ ସମେତ ନ୍ୟାସନାଲ ଆୱାର୍ଡ ବିଜେତା ବିକ୍ରାନ୍ତ ମାସେ ମଧ୍ୟ ଏଥିରେ ଏକ ସ୍ବତନ୍ତ୍ର ଚରିତ୍ରରେ ନଜର ଆସିବେ ।

ଏହି ଫିଲ୍ମରେ ଶହିଦ କପୁର ଉସ୍ତ୍ରା ଭୂମିକାରେ ନଜର ଆସିଛନ୍ତି । ଜଣେ ଖତରନାକ ଗ୍ୟାଙ୍ଗଷ୍ଟାର ଭାବେ ଏହି ଚରିତ୍ରରେ ସେ ଅଭିନୟ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ଏଥିସହ ନାନା ପାଟେକର ଖାନ ସାବ ଭୂମିକାରେ ଅଭିନୟ କରିଛନ୍ତି । ଯିଏକି କେବଳ ଗ୍ୟାଙ୍ଗଷ୍ଟାରଙ୍କୁ ଆୟତ୍ତ କରିପାରିବେ । ଖାନ୍ ସାହେବ ଆଇବି ପୋଲିସ ଯିଏ ଅପରାଧ ହଟାଇବା ପାଇଁ କ୍ଷୁର ଧାର ବ୍ୟବହାର କରନ୍ତି । ଏହାରି ମଧ୍ୟରେ ଉସ୍ତ୍ରାଙ୍କ ଜୀବନରେ ଅଫଶାଂ(ତୃପ୍ତି ଡିମରି) ପ୍ରବେଶ କରିଛନ୍ତି । ଅଫଶାନ ଉସ୍ତ୍ରାଙ୍କ ସାଥୀରେ ଥିବା ଜଣେ ଭୟଙ୍କର ଗ୍ୟାଙ୍ଗଷ୍ଟର ଜଲାଲ (ଅବିନାଶ ତିୱାରୀ) ଏବଂ ତାଙ୍କର ତିନି ସହଯୋଗୀଙ୍କୁ ଏକ ସୁପାରି ଦେବାକୁ ଆସିଛି । ଯାହା ଅଫଶାନର ଚୁକ୍ତିନାମା ହତ୍ୟା ପଛରେ ପ୍ରତିଶୋଧ ନେବାର ଉଦ୍ଦେଶ୍ୟ । ଯାହା ଖୁବ୍ ଆକର୍ଷଣୀୟ ରହିବ ବୋଲି ଅନୁମାନ କରାଯାଉଛି । ଅନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme