Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

Posted on December 20, 2025

 ରାସ୍ତା ସମସ୍ୟାର ସମାଧାନ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଚନ୍ଦନ ଖଳା ନିକଟରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ୩୨୬/ଏ କୁ ଅବରୋଧ କରି ରଖିଛନ୍ତି। ପାଟିକଟା ଠାରୁ ଚନ୍ଦନ ଖଳା ପର୍ଯ୍ୟନ୍ତ ୮ କିମି ରାସ୍ତା ନିର୍ମାଣରେ ବାଧକ ସାଜୁଛି। ୫୦୦ ମିଟର ଘରୋଇ ଜମି, କିନ୍ତୁ ସରକାରଙ୍କୁ ଦାନ କରିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।

ଏହି ରାସ୍ତା ନିର୍ମାଣ ହେଲେ ଗୋଷାଣୀ ବ୍ଳକର ତିନିଟି ଗାଁ ଓ ଗୁମ୍ମା ବ୍ଲକର ଦୁଇଟି ଗାଁ ଏଭଳି ୫ ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ। ରାସ୍ତା ନିର୍ମାଣର ପ୍ରତିଶ୍ରୁତି ପରେ ହିଁ ଅବରୋଧ ହଟିବ ବୋଲି ଏକା ଜିଦରେ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି। ଫଳରେ ଶହ ଶହ ଗାଡ଼ି ମଟର ଉଭୟ ପାର୍ଶ୍ବରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଗୁରାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme