ରାସ୍ତାରେ ପଡିଛି ଅଜଣା ଜନ୍ତୁର ମୃତଦେହ…. Posted on January 8, 2026 ରାସ୍ତାରେ ପଡିଛି ଅଜଣା ଜନ୍ତୁର ମୃତଦେହ । ଭଦ୍ରକ ଜିଲ୍ଲା ଧାମନଗର ଫଳପୁର ରାସ୍ତା ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଛି । ଅଜଣା ଜନ୍ତୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହି ଜନ୍ତୁଟି ଫିସିଂ କ୍ୟାଟ୍ ବୋଲି ଅନୁମାନ କରାଯାଉଛି । ବନବିଭାଗ ପହଂଚି ତଦନ୍ତ କରୁଛି ।