
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଶତାବ୍ଦୀ ବର୍ଷ ଅବସରରେ ତାଳଚେର ଦେଉଳବେଡା DCI କ୍ଲବ ଠାରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ଛାତ୍ରଛାତ୍ରୀ ଯୋଗଦେଇ ରାଷ୍ଟ୍ରୀୟ ଏକତା, ଦେଶ ଗଠନ ଓ ଏକତା ଉପରେ ଏକ ଆଲୋଚନା ହୋଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅଥିତି ଓଡ଼ିଶା ପ୍ରଶାସନ ସେବାରେ କୃତକାର୍ଯ୍ୟ ହେଇଥିବା ତାଳଚେରର ଯୁବକ ଶଶାଙ୍କ ସାମଲ, ସହ ଚନ୍ଦ୍ର ଶେଖର ବେହେରା, ଜିଲ୍ଲା ସହ କାର୍ଯ୍ୟାବାହ ବାବୁଲି ସାମଲ ‘ଜିଲ୍ଲା ପ୍ରଚାରକ ଅନନ୍ତ ସାହୁ ଯୋଗଦେଇଥିଲେ ।

