Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ

Posted on October 16, 2025

ମାଡ଼ି ବସିଲା ଅବକାରୀ ବିଭାଗ, ୨ ଗିରଫ


ସମ୍ବଲପୁର, : ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ୫୩ କେଜି ଗଞ୍ଜେଇ ଜବତ। ଗଞ୍ଜେଇ ଚୋରା ଚାଲଣ କରୁଥିବା ମଧ୍ୟପ୍ରଦେଶ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସେମାନେ ହେଲେ ସଞ୍ଜୀବ ପୁରୋହିତ (୫୪) ଓ କମଲ କିଶୋର (୩୪)। ସୂଚନା ଅନୁସାରେ ବୁଧୁବାର ଅବକାରୀ ଅଧିକାରୀ ମାନଙ୍କ ଦ୍ବାରା ସକାଳ ସମୟରେ ଅଇଁଠାପାଲି ଥାନା ଅନ୍ତର୍ଗତ ସତ୍ୟ ମାର୍ବଲ ଦୋକାନ ସମ୍ମୁଖରେ ଚେକିଂ ଯାରି ରହିଥିଲା। ଏହି ଚେକିଂ ସମୟରେ ଏକ ଗୋଟିଏ ଟାଟା ସଫାରି (ୟୁପି୧୬ ଏଆର୍ ୭୦୦୪) ଗାଡ଼ିକୁ ଅଧିକାରୀ ମାନେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ୫୩ କେଜିର ଗଞ୍ଜେଇ ମିଳିଥିଲା। ଏହି ବ୍ୟକ୍ତି ମାନେ ବୌଦ୍ଧରୁ ଗଞ୍ଜେଇ ନେଇ ମଧ୍ୟପ୍ରଦେଶକୁ ଯାଉଥିଲେ। ତେବେ ଏମାନଙ୍କୁ ବୌଦ୍ଧ ଜଣେ ବ୍ୟକ୍ତି ଆସି ହାତୀବାଡ଼ି ନିକଟରେ ଗଞେଇ ଗାଡ଼ି ଦେଇଥିଲେ। ଏବଂ ଏମାନେ ଏହି ଗାଡ଼ୁକୁ ନେଇ ମଧ୍ୟପ୍ରଦେଶକୁ ଯାଉଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଅଧିକାରୀ। ଏମାନଙ୍କ ଠାରୁ ଗୋଟିଏ ଟାଟା ସଫାରି ଗାଡ଼ି ଓ ଗୋଟିଏ ମୋବାଇ ଫୋନ୍ ମଧ୍ୟ ଜବତ ସହିତ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଥିବା ସୂଚନା ମିଳିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme