Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରସୁଣ ଖାଇବା ଦ୍ବାରା କ’ଣ ସବୁ ମିଳିଥାଏ ଫାଇଦା

Posted on October 17, 2025

ରସୁଣ କେବଳ ଖାଇବାର ସ୍ବାଦ ବଢାଇ ନଥାଏ ଏହା ସହିତ ଆମ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ଆପଣ ଜାଣି ନଖିବେ ରସୁଣର ଗୋଟେ ପାଖୁଡା କେତେ ରୋଗରୁ ଆମକୁ ରକ୍ଷା କରିଥାଏ । କିଛିବି ଖାଇବା ଏବଂ ପିଇବା ପୂର୍ବରୁ ରସୁଣ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । ଏହା ଶରୀରରେ ପ୍ରାକୃତିକ ଆଣ୍ଟିବାୟୋଟିକ ଭଳି କାମ କରିଥାଏ ।

ଆୟୁର୍ରବେଦରେ ରସୁଣ ଯବାନ ରଖିବାରେ ସାହାଯ୍ୟ କରିବା ସହିତ ଏହା ଆଣ୍ଠୁ ଗଣ୍ଠି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ରସୁଣ ଖାଇବା ଦ୍ବାରା କ’ଣ ସବୁ ଫାଇଦା ମିଳିଥାଏ ।

ଏହା ଡାଇଜିଷ୍ଟ ସିଷ୍ଟମକୁ ଠିକ ରଖିଥାଏ ଏବଂ ପେଟର ଭୋକକୁ ମଧ୍ୟ ବଢାଇଥାଏ । କେବଳ ଉଚ୍ଚରକ୍ତ ଚାପରୁ ରକ୍ଷା କରି ନଥାଏ ଏହା ସହିତ ହାର୍ଟ ସମସ୍ୟା, ଲିଭର୍ ଏବଂ ମୂତ୍ରାଶୟର ସମସ୍ତ ସମସ୍ୟାରୁ ରକ୍ଷା କରିଥାଏ ।

ଟିୟୁବରକ୍ଲୋଲେସିସରେ ରସୁଣ ଉପରେ ଆଧାରିତ ଏହି ଉପଚାରକୁ ଆପଣାନ୍ତୁ । ଗୋଟେ ଦିନରେ ରସୁଣର ପୁରା ଗୋଟେ କୋଲା ଖାଇ ନିଅନ୍ତୁ ଏହା ଟିବି ସମସ୍ୟା ପାଇଁ ଊପଯୁକ୍ତ ଜଡିବୁଟି ଅଟେ ।

ରସୁଣ ଶ୍ବାସ ତନ୍ତ୍ର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହା ଶରୀରରୁ ଥଣ୍ଡା କାଟିବାରେ ସାହାଯ୍ୟ କରିଥାଏ । ଏହା ଥଣ୍ଡା ଜାତିୟ ସବୁ ରୋଗରୁ ଆମକୁ ରକ୍ଷା କରିଥାଏ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme