Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାତା ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ଧ୍ୟାନ ଦିଅନ୍ତୁ

Posted on December 24, 2025

 ମାତା ବୈଷ୍ଣୋଦେବୀ ଯାତ୍ରା କରିବାକୁ ଇଚ୍ଛୁକ ଥିବ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରୀଇନ ବୋର୍ଡ ଗୁରୁତ୍ବପୂର୍ଣ୍ଣ ଆଦେଶ ଜାରି କରିଛି । ଯାହାକୁ ତତ୍କାଳ ଲାଗୁ କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରା ପଞ୍ଜିକରଣ ସହିତ ଆରଏଫଆଇଡି ଯାତ୍ରା କାର୍ଡ ପାଇବା ବାଧ୍ୟତାମୂଳକ ।

ଶ୍ରୀଇନ ବୋର୍ଡ ଅନୁସାରେ, ଶ୍ରଦ୍ଧାଳୁଙ୍କୁ ଆରଏଫଆଇଡି ଯାତ୍ରା କାର୍ଡ ପ୍ରାପ୍ତ କରିବାର ୧୨ ଘଣ୍ଟା ଭିତରେ ମା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ । ଆଉ ୨୪ ଘଣ୍ଟା ଭିତରେ ଯାତ୍ରା ପୂରଣ କରି ଫେରିବାକୁ ହେବ । ପୁର୍ବରୁ ଆରଏଫଆଇଡି ଯାତ୍ରା କାର୍ଡ ଯାତ୍ରା ଆରମ୍ଭ କରିବାର ୧୨ ଘଣ୍ଟା ଯାଏଁ ବୈଧ ଥିଲା । କିନ୍ତୁ ଯାତ୍ରା ଶେଷ କରିବା ପାଇଁ କୌଣସି ସମୟ ସୀମା ନଥିଲା । ଏବେ ଯାତ୍ରା ଶେଷ କରିବାର ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି ।

ତେବେ ମାତାଙ୍କ ନିକଟରେ ମାତ୍ରାଧିକ ଭିଡ଼ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ନୂଆବର୍ଷ ପୂର୍ବରୁ ଭିଡ଼କୁ ଦେଖି ଏଭଳି କରାଯାଇଛି । ଏମିତିରେ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଭବନ ପରିସର ଏବଂ ଅନ୍ୟ ପ୍ରମୁଖ ଧାର୍ମିକ ସ୍ଥଳରେ ଅତ୍ୟଧିକ ଭିଡ଼ ଏବଂ ଦଳାଚକଟା ସ୍ଥିତିରୁ ରକ୍ଷା ପାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆରଏଫଆଇଡି କାର୍ଡ ରାତି ୧୨ ଯାଏଁ ମିଳିବ । ଏହା ପୂର୍ବରୁ ରାତି ୧୦ଟା ଯାଏଁ ମିଳୁଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme