Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଈ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁ କାରଣ ଅସ୍ପଷ୍ଟ

Posted on January 15, 2026

ନରସିଂହପୁର ରେଞ୍ଜରେ ପୁଣି ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି । ଗତବର୍ଷ ନରସିଂହପୁର ଉଭୟ ପୂର୍ବ ଓ ପଶ୍ଚିମ ରେଞ୍ଜରେ ୮ଟି ହାତୀର ମୃତ୍ୟୁ ଘଟିଥିଲା । ବୁଧବାର ପଶ୍ଚିମ ବନ ବିଭାଗ ଅଧୀନ ଚତରାପଦା ଗ୍ରାମ ନିକଟରେ ଜଙ୍ଗଲରେ ମାଈ ହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ମୃତ ହାତୀଟି ପ୍ରାୟ ୫୦ରୁ ଅଧିକ ବର୍ଷର ହେବ ବୋଲି କହିଛନ୍ତି ନରସିଂହପୁର ପଶ୍ଚିମ ରେଞ୍ଜର । ହାତୀଟି କିଛି ଦିନ ହେଲା ଅସୁସ୍ଥ ଥିଲା ।

ବୁଧବାର ସକାଳେ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ସେ କହିଛନ୍ତି । ଖବର ପାଇ ରେଞ୍ଜରଙ୍କ ସମେତ ଆଠଗଡ଼ ଡିଏପଓଙ୍କ ସମେତ ଅନ୍ୟ ବନ କର୍ମଚାରୀ ଓ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋତି ଦେଇଥିବା ଜଣାପଡ଼ିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme