Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳାଙ୍କୁ ଦୁଷ୍କର୍ମ, ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ

Posted on October 10, 2025

ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତ ମାନସ ରଞ୍ଜନ ଦାସକୁ ଗିରଫ କଲା ପୋଲିସ । ଜୁଲାଇ ୧୦ ତାରିଖରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏକୁଟିଆର ସୁଯୋଗ ନେଇ ତାଙ୍କୁ ଭରତପୁରସ୍ଥିତ ଫ୍ଲାଟରେ ଦୁଷ୍କର୍ମ କରିଥିଲେ । ଏନେଇ ପିଡ଼ୀତା ଭରତପୁର ଥାନାରେ ଭିଯୋଗ କରିଥିଲେ । ସେବେଠୁ ଫେରାର ଥିଲେ ମାନସ ଦାସ । ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ମାନସଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁଯାୟୀ ଅଭିଯୋଗକାରିଣୀ ଓ ତାଙ୍କା ବାପାଙ୍କର ପଟିଆ ଅଞ୍ଚଳରେ ଥିବା ଦୁଇଟି ପ୍ଲାଟ ବିକ୍ରି କରିବା ପାଇଁ ମାନସଙ୍କ ସହ ଡିଲ୍ ହୋଇଥିଲା । ତେବେ ଅଗ୍ରିମ ବାବଦରେ କିଛି ଟଙ୍କା ମାନସ ଦେଇଥିଲେ ଏବଂ ପଞ୍ଜୀକରଣ ସମୟରେ ସମ୍ପୁର୍ଣ୍ଣ ଟଙ୍କା ଦେବେ ବୋଲି କହିଥିଲେ। ପରେ କିନ୍ତୁ ଆଉ ଟଙ୍କା ନ ଦେଇ ଧରାଛୁଆଁ ଦେଉନଥିଲେ । ସେନେଇ ଉଭୟଙ୍କ ମଧ୍ୟରେ କଥାବାର୍ତା ପାଇଁ ଅଭିଯୋଗକାରିଣୀଙ୍କ ଘରକୁ ଯାଇ ଥିବା ବେଳେ । ସେଠାରେ ଅଭିଯୋଗ କାରିଣୀ ସହ ଏପରି ଦୁଷ୍କର୍ମ କରିଥିବା ଅଭିଯୋଗକାରିଣି ଭରତପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ମାନସଙ୍କ ନାଁରେ ପୁର୍ବରୁ ମଧ୍ୟ ଭରତପୁର ଖଣ୍ଡଗିରି ଓ ଚନ୍ଦକା ଥାନାରେ ମଧ୍ୟ କେସ ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme