Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ, ପେଟ୍ରୋଲିଂ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ  

Posted on October 6, 2025

ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ବାଘ ହୋଇଥିବା ନେଇ ସନ୍ଦେହ କରାଯାଉଛି । କୁଟୁରିଆ ଗାଁରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କୁ ସତର୍କ କରାଇବା ସହ ଅଜଣା ଜନ୍ତୁକୁ ଖୋଜୁଛି ବନବିଭାଗ । ରାତିରେ ପାଟ୍ରୋଲିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ । କେଉଁ ପ୍ରଜାତିର ଜନ୍ତୁ ଜଣା ପଡ଼ିନଥିବା ବେଳେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଉଛି ବନବିଭାଗ ।  ACFଙ୍କ ନେତୃତ୍ୱରେ ସ୍ଥାନୀୟ ରେଞ୍ଜର, ବିଦ୍ୟୁତବିଭାଗ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂ କରୁଛି ବନବିଭାଗ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme