Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩ ବଖରା ଘର, ଲକ୍ଷାଧିକ ଟଙ୍କା

Posted on November 16, 2025

ଶନିବାର ବିଳମ୍ୱିତ ରାତିରେ ଖଲ୍ଲିକୋଟ ଧରାକୋଟ ସାହିରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ୩ ବଖରା ଘର । ଘରର ସମସ୍ତ ଆସବାବପତ୍ର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୮ ଲକ୍ଷ ଟଙ୍କା ପୋଡ଼ି ପାଉଁଶ । ନିଆଁକୁ ଆୟତ୍ତ କଲା ଖଲ୍ଲିକୋଟ ଅଗ୍ନିଶମ ବାହିନୀ ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତ୍ରିରେ ଧରାକୋଟ ସାହିର ଦିଲୀପ ଖୁଣ୍ଟିଆଙ୍କ ପରିବାର ଖାଇ ପିଇ ଶୋଇଥିଲେ । ଏତିକି ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ହଠାତ୍ ପଛ ଘର ପଟୁ ନିଆଁ ବାହାରିବା ଦେଖି ଦିଲୀପ ପରିବାରର ସମସ୍ତ ସଦସ୍ୟଙ୍କୁ ଧରି ପ୍ରାଣ ରକ୍ଷା କରି ବାହାରକୁ ଦୌଡ଼ି ପଳାଇଥିଲେ । ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ଦେଖୁ ଦେଖୁ ଖୁବ୍ ଜୋର୍‌ରେ ବ୍ୟାପି ଯାଇଥିଲା । ଫଳରେ ଘରର ସିନ୍ଦୁକ, ଆଲମିରା, ଖଟ, ଫ୍ରିଜ୍ ଓ ନଗଦ ୮ ଲକ୍ଷ ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିଲା । ଏ ସମ୍ପର୍କରେ ଖବର ପାଇ ରମ୍ଭା ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme