ଭୟଙ୍କର ଦୁର୍ଘଟଣା , ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ Posted on November 4, 2025 ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳ ଗାରିଆବାହାଲରେ ଭୟଙ୍କର ଦୁର୍ଘଟଣା । ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ । ଦୁର୍ଘଟଣା ପରେ ଜଳୁଛି ହାଇୱା ଓ ସ୍କୁଟି। ସ୍କୁଟି ଆରୋହୀ ହାଇୱା ତଳେ ଫସି ରହିଛନ୍ତି । ଜମନକିରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି ।