Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୂକମ୍ପ ଝଟକାରେ ଦୋହଲିଲା ଇଣ୍ଡୋନେସିଆ, ୬.୪ ତୀବ୍ରତା

Posted on November 27, 2025

ଇଣ୍ଡୋନେସିଆ ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ଆଚେ ପ୍ରାନ୍ତ ପାଖରେ ଅନୁଭୂତ ହୋଇଛି । ଇଣ୍ଡୋନେସିଆ ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ଏଜେନ୍ସୀ ଅନୁସାରେ ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀର ରହିଛି । କିନ୍ତୁ ସୁନାମୀ ଆଲର୍ଟ ଦିଆଯାଇନାହିଁ ।

ଭୂକମ୍ପ ଝଟକା କେବଳ ପ୍ରଭାବିତ ଅଞ୍ଚଳ ନୁହେଁ ବରଂ ଆଖପାଖରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଏତେ ଜୋରରେ ଥିଲା ଯେ, ବିଲିଡିଂ ଦୋହଲିଯାଇଥିଲା । ଇଣ୍ଡୋନେସିଆ ଏବେ ପାକ୍ତିକ ବିପର୍ଯ୍ୟୟରେ ସମସ୍ୟାରେ ଘାଣ୍ଟି ହେଉଛି । ଭୂକମ୍ପ ହେବାର ଗୋଟେ ଦିନ ପୂର୍ବରୁ ଉତ୍ତରୀ ସୁମାତ୍ରା ପ୍ରାନ୍ତରେ ମୁଷାଳଧାର ବର୍ଷା କାରଣରୁ ହଠାତ୍ ବନ୍ୟା ଏବଂ ଭୂସ୍ଖଳନରେ ୨୪ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୫ ତାରିଖରେ ଇଣ୍ଡୋନେସିଆର ସୁଲାୱେସୀ ଦ୍ବୀପରେ ୬.୨ ତୀବ୍ରତାର ଭୂକମ୍ପ ହୋଇଥିଲା । ତେବେ ବାରମ୍ବାର ଭୂକମ୍ପ ହେବା ଦ୍ବାରା ଲୋକମାନେ ଭୟଭୀତ ହୋଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme