
କମୁନି ଇଣ୍ଡିଗୋ ଯନ୍ତ୍ରଣା। ଅହେତୁକ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ। ଭୁବନେଶ୍ଵର ବିମାନବନ୍ଦରରୁ ଗୁରୁବାର ୮ଟି ଉଡ଼ାଣ ବାତିଲ ଥିଲା। ଆଜି ୭ ଇଣ୍ଡିଗୋ ବିମାନ ଉଡାଣ ବାତିଲ ରହିଛି। ଭୁବନେଶ୍ୱର-ଇନ୍ଦୋର, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ଚେନ୍ନାଇ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ବାଙ୍ଗାଲୋର, ଭୁବନେଶ୍ୱର-ହାଇଦ୍ରାବାଦ, ଭୁବନେଶ୍ୱର-ଦିଲ୍ଲୀ ଉଡ଼ାଣ ବାତିଲ ରହିଛି।
