Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରତ-ସାଉଥ ଆଫ୍ରିକା ପ୍ରଥମ ଟେଷ୍ଟ : କୋଲକତା ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ମ୍ୟାଚ୍

Posted on November 14, 2025

ଭାରତ-ସାଉଥ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କୋଲକତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଭାରତ ପ୍ରଥମେ ବୋଲିଂ କରୁଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆହତ ରିଷଭ ପନ୍ତ ଅଧିନାୟକ ଭାବେ କମବ୍ୟାକ କରିଛନ୍ତି । ସାଇ ସୁଦର୍ଶନ ଓ ନୀତିଶ କୁମାରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନାହିଁ ।

ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରୁଛି । ସାଉଥ ଆଫ୍ରିକା ପ୍ରଥମ ପାଳିରେ ୧ ୱିକେଟ ହରାଇ ୫୭ ରନ ପାର କରିସାରିଛି । ବୁମରା ୧ଟି ୱିକେଟ ନେଇଛନ୍ତି ।

ଭାରତ ପ୍ଲେଇଂ ଏକାଦଶ : କେଏଲ ରାହୁଲ, ଯଶସ୍ବୀ ଜୟସୱାଲ, ୱାସିଂଟନ ସୁନ୍ଦର, ଶୁବମନ ଗିଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଦ.ଆଫ୍ରିକା ପ୍ଲେଇଂ ଏକାଦଶ : ଆଡ଼େନ୍ ମାରକ୍ରମ, ରିୟାନ ରିକେଲ୍ଟନ, ବିୟାନ ମୁଲ୍ଡର, ତେମ୍ବା ବଭୁମା (ଅଧିନାୟକ) , ଟୋନୀ ଡି ଜୋରଜି, ଟ୍ରିଷ୍ଟେନ ଷ୍ଟାସ, କାଇଲ ବେରେନ, ସାଇମନ ହାର୍ମର, ମାର୍କୋ ଜାନସନ, କାର୍ବିନ ବାଶ ଏବଂ କେଶବ ମହାରାଜ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme