
ଭାରତୀୟ ନୌସେନାର ଶକ୍ତି ଆଉ ଏକପଦେ ବଢିଲା, ସାମିଲ ହେଲା ଆଠଟି INS ମାହେ ସବମେରିନ୍ — ଆଣ୍ଟି-ୱାରଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ ସିରିଜର ପ୍ରଥମ ଯୁଦ୍ଧଜାହାଜ।
କୋଚି ସିପୟାର୍ଡ ଦ୍ୱାରା ସ୍ୱଦେଶୀ ଭାବରେ ନିର୍ମିତ ଏହି ୭୮ ମିଟର ଲମ୍ବା ଯୁଦ୍ଧଜାହାଜ ଡିଜେଲ ଇଞ୍ଜିନ୍ ଏବଂ ୱାଟରଜେଟ୍ ମିଶ୍ରଣରେ ଚାଳିତ, ଯାହା ନୌସେନାର ସବୁଠାରୁ ବଡ଼ ଯୁଦ୍ଧଜାହାଜ।
INS ମାହେ ପାଣି ତଳେ ନଜର ରଖିବା, ସନ୍ଧାନ-ଉଦ୍ଧାର କାର୍ଯ୍ୟ ଓ କମ୍ ତୀବ୍ରତା ବିଶିଷ୍ଟ ସାମୁଦ୍ରିକ ଅଭିଯାନରେ ସକ୍ଷମ। ସମୁଦ୍ରକୂଳୀଆ ଅଞ୍ଚଳରେ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଓ ମାଇନ୍ ବିଛାଇବାରେ ଏହା ଉନ୍ନତ କ୍ଷମତା ସହିତ ସଜ୍ଜ।
ଏହା ସାମିଲ ହେବା ସହିତ, ଭାରତୀୟ ନୌସେନା ଅଗଭୀର ଜଳରେ ଶତ୍ରୁ ବୁଡ଼ାଜାହାଜକୁ ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇଛି।

