Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବ୍ରାଉନସୁଗାର ଚାଲାଣ କାରୀଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡ 

Posted on December 23, 2025

ବ୍ରାଉନସୁଗାର ଚାଲାଣ କାରୀଙ୍କୁ ୧୦ବର୍ଷ ଜେଲ୍ । ଜେଲ ଦଣ୍ଡ ଶୁଣାଇଲେ ତୃତୀୟ ଅତିରିକ୍ତ ଜିଲ୍ଲାଜଜ ।  ତନ୍ମୟ କୁମାର ସାହୁ,ସେଖ ଫକୀର,ସେଖ ସଗଓ୍ବାଙ୍କୁ ଜେଲ ଦଣ୍ଡ ।  ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ରାୟ ଦେଇଛନ୍ତି କୋର୍ଟ ।  ଗତ୧୯.୦୧.୨୦ରେ ଧରାପଡ଼ିଥିଲା ବ୍ରାଉନସୁଗାର ।  ଜୟଦେବବିହାର ଓଭରବ୍ରୀଜ ନିକଟରୁ ୩୯୦ଗ୍ରାମ ସହ ଧରିଥିଲା ଏସଟିଏଫ ।  ବାଲେଶ୍ବରର ସେଖ ଫକୀର ଜଣେ ରେଡି ମେଡ ଦୋକାନରୁ ଶିଖରଚଣ୍ଡିର କବାଡିବାଲାକୁ ସେଖ ସଗଓ୍ବା ଡେଲିଭେରି ପାଇଁ ଆସୁଥିଲେ
ତନ୍ମୟ କୁମାର ସାହୁ ଯାହାଙ୍କୁ ଧରିଥିଲା ଏସଟିଏଫ ଟିମ୍ ।  ଏହି ବ୍ରାଉନସୁଗାର ଜବତ ଘଟଣାରେ ଚାର୍ଜସିଟ୍ ପରେ ୧୫ଟି ସାକ୍ଷୀ ୪ଟି ଡକୁମେଣ୍ଟ ଆଧାରରେ ୩୯୦ବ୍ରାଉନସୁଗାର ଚାଲାଣ ଘଟଣାରେ ୧୦ବର୍ଷ କାରାଦଣ୍ଡ ଓ
୧ଲକ୍ଷ ଜରିମାନା ରାୟ ଶୁଣାଇଛନ୍ତି କୋର୍ଟ  ।  ଏନେଇ ସୁଚନା ଦେଇଛନ୍ତି ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme