Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବ୍ରହ୍ମପୁର ଏମକେସିଜିରେ ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମରେ ଗଣ୍ଡଗୋଳ

Posted on October 14, 2025

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚାଲୁଥିବା ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ ହୋଇଛି। ୱେଲକମ୍ ସେରେମୋନି ସମୟରେ କୌଣସି ଘଟଣାକୁ ନେଇ ବୁର୍ଲା ଭୀମସାର, କଟକ ଏସସିବି ଓ ବ୍ରହ୍ମପୁର ଏମକେସିଜିର ଛାତ୍ରମାନଙ୍କ ମଧ୍ୟରେ ତିବ୍ର ପାଟିତୁଣ୍ଡ ଘଟିଛି। ଠେଲାପେଲା ବେଳେ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ କଟକର ଛାତ୍ରମାନେ ଫେରିଯାଇଛନ୍ତି। ଏହି ଅସାମାନ୍ୟ ଘଟଣାକୁ ନେଇ ରେଜିଷ୍ଟ୍ରାର କହିଛନ୍ତି, ଘଟଣାର କାରଣ ଖୋଜିବାକୁ ତଦନ୍ତ କରାଯିବ। ଜଣାଯାଇଛି, ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଓ ନୃତ୍ୟ-ଗୀତ କାର୍ଯ୍ୟକ୍ରମ ହେବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme