Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିହାର ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ ଓ ପର୍ଯ୍ୟାୟ!

Posted on October 6, 2025

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହେବ । ନିର୍ବାଚନ କମିଶନ ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି ସମ୍ମିଳନୀରେ ନିର୍ବାଚନ ତାରିଖ ସହିତ କେତେ ପର୍ଯ୍ୟାୟରେ ମତଦାନ ହେବ ତାହା ଘୋଷଣା କରିବେ ।

ବିହାରରେ ମୋଟ ୨୪୩ ବିଧାନସଭା ସିଟ୍ ରହିଛି ଓ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହିଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ସମ୍ପ୍ରତି ୪ ଓ ୫ ଅକ୍ଟୋବରରେ ନିର୍ବାଚନ କମିଶନର ଦଳ ବିହାର ଗସ୍ତ କରି ବିଭିନ୍ନ ଦଳ, ଅଧିକାରୀ ଓ ପୋଲିସ ବିଭାଗ ସହ ଆଲୋଚନା କରିଥିଲେ । ଏହି ସମୟରେ ଆଇନ ବ୍ୟବସ୍ଥା ଓ ମତଦାନ କେନ୍ଦ୍ର ବ୍ୟବସ୍ଥା ନେଇ ତଦାରଖ ହୋଇଥିଲା ।

ଏବେକି ନିର୍ବାଚନରେ ବିହାରରେ ଓନ୍‌-ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ ହେବ, ସମସ୍ତ ପୋଲିଂ ଷ୍ଟେସନରେ ୧୦୦% ୱେବକାଷ୍ଟିଂ ହେବ ଓ ଇଭିଏମରେ ପ୍ରାର୍ଥୀମାନଙ୍କ ରଙ୍ଗୀନ ଫଟୋ ରହିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme