Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିହାରରେ ବାଜି ମାରିବ ଏନଡିଏ, ୬ଟି ଏକଜିଟ ପୋଲ ଏନଡିଏ ସପକ୍ଷରେ

Posted on November 12, 2025

ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ ପାଇଁ ସ୍ପଷ୍ଟ ଅଗ୍ରଗତିରେ ରହିଛି। ମୋଟ ୬ଟି ଏକଜିଟ ପୋଲ ଆକଳନରେ ଏନଡିଏ ପକ୍ଷରେ ଫଳ ଆସିଛି।

ଦୈନିକ ଭାସ୍କର ଅନୁସାରେ, ଏନଡିଏ ୧୪୫ରୁ ୧୬୦ ଆସନ ପାଇପାରେ, ଯେଉଁଠି ମହାଗଠବନ୍ଧନକୁ ୭୩ରୁ ୯୧ ଆସନ ମିଳିବ। ମାଟ୍ରିଜ ଏନଡିଏକୁ ୧୪୭–୧୬୭ ଓ ମହାଗଠବନ୍ଧନକୁ ୭୦–୯୦ ଆସନ ଦେଇଛି।

ଚାଣକ୍ୟ, ଜେଭିସି, ପି ମାର୍କ ଓ ପିପୁଲସ୍ ପଲସ ମଧ୍ୟ ଏନଡିଏକୁ ସ୍ପଷ୍ଟ ଅଗ୍ରଗତି ଦେଖାଇଛି। ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରିନାହିଁ।

ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ରହିଛି, ଯେଉଁଠି ସରକାର ଗଠନ ପାଇଁ ୧୨୨ଟି ଆସନ ଆବଶ୍ୟକ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme