Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଦୂତ ଖୁଣ୍ଟରେ ପିଟିହୋଇ ଆରହୀ ମୃତ  

Posted on October 1, 2025

ରାଉରକେଲା : ଗତକାଲି ଅପରାହ୍ନ ଚାରିଟା ରେ ରାଏବଗା ଥାନ ଅନ୍ତର୍ଗତ କାଦୋବାହାଲ ଓଡି ୧୪ଏବି ୪୪୭୧ଏକ ବାଇକ ରେ କାନ୍ତିଆ ଲାଲ ସୋରେନ ଓ ସୁବର୍ଣ୍ଣ ଡାଙ୍ଗ ନିଜ ଗ୍ରାମ ବରଟୋଲୀ କୁ ଫେରୁଥିବା ବେଳେ ଭାରସମ୍ୟ ହରାଇ ଏକ ବିଦୂତଖୁଣ୍ଟ କୁ ଧକା ଦେଇଥିଲେ l ଫଳ ରେ ବାଇକ ପଛରେ ବସିଥିବା ସୁବ୍ରଣ୍ଣ ଡାଙ୍ଗ (୩୫)ଚିଟିକି ପଡି ପ୍ରାୟ ଦଶ ମିଟର ଦୂରରେ ଥିବା ଏକ ପଥର ପିଟି ହୋଇଜାଇଥିଲେ ଖବର ପାଇ ରାଏବଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ରାଏବଗା ଡାକ୍ତରଖାନ ନେଇଥିଲେ ସେଠାରେ ସୁବର୍ଣ୍ଣ ଡାଙ୍ଗକୁ ମୃତ ଘୋଷଣା କରିଥିଲେ ଓ ଗୁରୁତର ଆହତ ଥିବା କାନ୍ତିଆ ଲାଲ ସୋରେନଙ୍କୁ ପ୍ରାଥମିକ ଚିକିତ୍ସା କରି ରାଉରକେଲା ସରକାରୀ ଡାକ୍ତରଖାନ ପଠେଇ ଦେଇଥିଲେ l  ରାଏବଗା ପୋଲିସ ସବଜବତ କରି ଆଜି ପୋଷ୍ଟମଟମ କରି ପରିବାର ଙ୍କୁ ହସ୍ତାନ୍ତର କରିଥିଲେ l ରାଏବଗା ଥାନ କେସ ନମ୍ବର ୨୧୧/୨୯/୨୫ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ପ୍ରକାଶ l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme