Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଜୟଙ୍କ ରାଲି ଦଳାଚକଟା ଘଟଣା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

Posted on October 10, 2025

ତାମିଲନାଡୁର କରୁର ଜିଲ୍ଲାରେ ଅଭିନେତା ବିଜୟଙ୍କ ରାଲି ସମୟରେ ଘଟିଥିବା ଦଳାଚକଟା ଘଟଣା ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ଘଟଣାରେ ୪୧ ଜଣଙ୍କ ଜୀବନ ହାରିଥିଲେ l

ଟିଭିକେ ସମ୍ପାଦକ ଆଧବ ଅର୍ଜୁନ ଦାୟର କରିଥିବା ପିଟିସନ ଆଧାରରେ ସିଜେଆଇ ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆଜି ଶୁଣାଣି କରିବେ।

ଆବେଦନରେ ଘଟଣା ତଦନ୍ତକୁ ସୁପ୍ରିମକୋର୍ଟର ମନିଟରିଂ ତଳେ କରିବା ଓ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଦାବି ହୋଇଛି। ମାଡ୍ରାସ ହାଇକୋର୍ଟ ପୂର୍ବରୁ ଏସଆଇଟି ଗଠନ ପାଇଁ ଆଇଜିପିଙ୍କ ନେତୃତ୍ୱରେ ନିର୍ଦ୍ଦେଶ ଦେଇଥିଲେ

ଟିଭିକେ ପକ୍ଷରୁ ଦାବି ହେଉଛି, ଏହି ଦଳାଚକଟା ଘଟଣା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥାଇପାରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme