
ବାଲେଶ୍ୱର ରେଲୱେ ଷ୍ଟେସନରେ ଏକ ଭୟଙ୍କର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ୨–୩ ଜଣ ଯୁବକ ଘେରି ରହିଥିବା ସମୟରେ ନିସ୍ତୁକ ମାଡ଼ ମାରୁଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଜଣେ ଯୁବକ ତାଙ୍କ ପେଟ ଓ ଛାତିକୁ ଗୋଇଠା ମାରୁଛି। ଆକ୍ରମଣରେ ଶିକାର ହେଉଥିବା ଯୁବତୀ ବଞ୍ଚିବା ପାଇଁ ଚିତ୍କାର କରୁଛନ୍ତି, ତଥାପି ସେ ବଞ୍ଚିବାକୁ ସମର୍ଥ ହୋଇପାରିନାହାନ୍ତି। ତେବେ, କାହିଁକି ଏଭଳି ଘଟଣା ଘଟିଲା ତାକୁ ନେଇ ପ୍ରଶ୍ନ ଉଠୁଛି ?
ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି, କିନ୍ତୁ ଏହାର ସତ୍ୟତା, ଯୁବତୀଙ୍କ ପରିଚୟ, ଏବଂ ଆକ୍ରମଣ କାରଣ ସଂପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । କେବଳ ଭିଡିଓରେ ଯୁବତୀଙ୍କୁ ଅକଥନୀୟ ମାଡ଼ ସହ ଯୁବତୀ ଜଣକ ଚିତ୍କାର କରିଥିବା ଭିଡିଓ ସାମ୍ନାକୁ ଆସିଛି ।
