Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାରହା ଆକ୍ରମଣରେ ଚାଷୀ ଗୁରୁତର।

Posted on December 24, 2025

ବିଲରେ ଧାନ କାଟୁଥିବା ସମୟରେ ବାରହା ଆକ୍ରମଣରେ ଚାଷୀ ଗୁରୁତର । ଗୁରୁତର ଚାଷୀ କାମାକ୍ଷାନଗର ଉପଖଣ୍ଡ ଭୁବନ ବନାଞ୍ଚଳ ଅଧିନ ଅନନ୍ତପୁର ଗ୍ରାମର ଛବି ପାତ୍ର ୬୪ ବର୍ଷ । ଆଜି ମଧ୍ୟାହ୍ନରେ ଗ୍ରାମର ଗୋଡିପୋଖରୀ ନିକଟ ନିଜ ଜମିରେ ଧାନ କାଟୁଥିବା ସମୟରେ ବାରହା ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବାକୁ ଯାଇଁ ଚିତ୍କାର କରିଥିଲେ । ଗ୍ରାମବାସୀ ତାଙ୍କର ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡିଯିବାରୁ ବାରାହା ଚାଡି ପଳାଇଥିଲା । ଘଟଣାସ୍ଥଳରୁ ଗୁରୁତର ଚାଷୀଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ଚାଷୀ ଛବି ପାତ୍ର ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme