Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ…

Posted on December 23, 2025

ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଦେବଘର ସ୍ଥିତ ବାବା ବୈଦ୍ୟନାଥ ଧାମରେ ପହଞ୍ଚିଛନ୍ତି । ଦେଶର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ବୈଦ୍ୟନାଥ ଧାମ ସବୁଠାରୁ ପବିତ୍ର ସ୍ଥାନ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତି । କଙ୍ଗନା ରଣାୱତ ଭଗବାନ ଶିବଙ୍କ ପୂଜା କରିବା ସମୟରେ ସମସ୍ତ ଆବଶ୍ୟକ ପରମ୍ପରା ପାଳନ କରିଛନ୍ତି ।

କଙ୍ଗନା ବାବା ବୈଦ୍ୟନାଥ ଧାମରେ ଶିବ ମନ୍ତ୍ର ଜପ, ଭଜନ ଗାଇବା ଏବଂ ରୁଦ୍ରାଭିଷେକ କରିଥିଲେ । ନିଜ ଇନଷ୍ଟାଗ୍ରାମରେ କଙ୍ଗନା ଫଟୋ ସେୟାର କରି ଲେଖିଛନ୍ତି, ଆଜି ବୈଦ୍ୟନାଥ ଏବଂ ବାସୁକୀ ଧାମର ଦର୍ଶନ କରିଛି । ଏହା ମୋର ୯ମ ଜ୍ୟୋର୍ତିଲିଙ୍ଗ ଦର୍ଶନ ଏବଂ ଅନ୍ୟ ୩ଟି ବାକି ରହିଛି । ଡିସେମ୍ବର ସରିବା ପୂର୍ବରୁ ସମସ୍ତ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାହୁଛି । କଙ୍କନାଙ୍କ ଫଟୋ ଦେଖି ଫ୍ୟାନ୍ସ ଭକ୍ତିକୁ ପ୍ରଶଂସା କରିଛନ୍ତି ।

ନିକଟରେ କଙ୍ଗନା ଫିଲ୍ମ ‘ଧୁରନ୍ଧର’କୁ ନେଇ ପ୍ରଶଂସା କରିଛନ୍ତି । ଫିଲ୍ମର ପ୍ରଯୋଜକ ଆଦିତ୍ୟ ଧରଙ୍କ ସହିତ ରଣବୀରଙ୍କୁ ପସନ୍ଦ କରିବା ସହିତ ଅକ୍ଷୟ ଖାନ୍ନାଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme