Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାତ୍ୟା ‘ମୋନ୍ଥା’ର ପ୍ରଭାବ: ବିମାନ ଓ ଟ୍ରେନ ସେବା ବାତିଲ

Posted on October 28, 2025

ବାତ୍ୟା ମୋନ୍ଥା ଯୋଗୁଁ ବିଶାଖାପାଟନମ ଓ ବିଜୟୱାଡା ବିମାନବନ୍ଦରରେ ବିମାନ ସେବା ବାତିଲ ହୋଇଛି। ବିଶାଖାପାଟନମ ବିମାନବନ୍ଦରରୁ ପ୍ରାୟ ୩୨ଟି ଉଡାଣ ରଦ୍ଦ ହୋଇଥିବାବେଳେ, ବିଜୟୱାଡାରୁ ୧୬ ଓ ତିରୁପତିରୁ ୪ ଉଡାଣ ବାତିଲ କରାଯାଇଛି।

ନିର୍ଦ୍ଦେଶକମାନଙ୍କ କହିବା ଅନୁସାରେ, ବାତ୍ୟା ସତର୍କତା ଓ ସୁରକ୍ଷା ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି, ଦକ୍ଷିଣ ମଧ୍ୟ ରେଲୱେ ଜୋନରେ ୧୨୦ଟି ଟ୍ରେନ ରଦ୍ଦ କରାଯାଇଛି। ବାତ୍ୟା ମୋନ୍ଥା ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ସମୁଦ୍ରତଟରେ ଲ୍ୟାଣ୍ଡଫଲ କରିବା ଆଶଙ୍କା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme