
ବାଇକକୁ ପିଟିଲା କଣ୍ଟେନର, ୩ ମୃତ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ PN କଲେଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣ ବାଇକ ଆରୋହୀ ରଙ୍ଗରୁଟରେ ଭୁବନେଶ୍ବର ପଟୁ ବାଇକଟରେ ଯିବାବେଳେ ଦୁର୍ଘଟଣା ଘଟିଥିଲା । ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିଲା ବେଳେ କଣ୍ଟେନର ସହ ପିଟି ହୋଇଯାଇଥିଲା ବାଇକ । ଦୁର୍ଘଟଣା ଘଟାଇଥିବା ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ।
