Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବହୁ ଆକ୍ରମଣରେ ଶାଶୁ ମୃତ, ଘଟଣା ରେ ଦୁଇ ଅଟକ…

Posted on December 18, 2025

ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ରହୁଥ‌ିବା ଏକ ଘରଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର ପୁଲିସ । ମୃତ ମହିଳା ଜଣଙ୍କ ହେଲେ କୁନି ନାୟକ। ସୂଚନା ଅନୁସାରେ, ଗତ କାଲି ରାତି ୧୦ ଘଟିକା ବେଳେ କୁନିଙ୍କ ପୁଅ କାହ୍ନୁ ନାୟକ ଘରକୁ ଫେରିବା ପରେ ମାକୁ ଖୋଜିଥିଲେ ହେଲେ କାହ୍ନୁଙ୍କ ସ୍ତ୍ରୀ ମାଙ୍କ ଛାତି ପିଡା ହଉଚି ସେ ସୋଇଛନ୍ତି ତୁମେ ଚାଲ ଖାଇବ କହି ସ୍ଵାମୀକୁ ବୁଝାଇ ଖୁଆଇ ଥିଲେ । କିଛି ସମୟପରେ ସେ ଘର ବାହାରକୁ ଉଠିଥିଲେ, ସନ୍ଦେହ ଲାଗିବାରୁ ସେ ତାଙ୍କ ମା ଙ୍କ ରୁମ୍ କୁ ଯାଇଥିଲେ ହେଲେ ତାଙ୍କ ମା ଖଟ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୋଇଥିବା ଦେଖିବାକୁ ପାଇଥିଲେ, ମାକୁ ଡାକ ପକାଇଥିଲେ ହେଲେ ମା ଆଉ ତାଙ୍କ ଡାକ ଶୁଣିନଥିଲେ ସଙ୍ଗେ ସଙ୍ଗେ ସଦର ପୁଲିସକୁ କାହ୍ନୁ ଖବର ଦେଇଥିଲେ। ପୁଲିସ ପହଁଚି ତଦନ୍ତୁ ଆରମ୍ଭ କରିଥିଲା। ଆଜି ସକାଳୁ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme