Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଦ ଘରୁ ମିଳିଲା ମୃତଦେହ, ଗୋଟିଏ ପରିବାରର ୫ ଜଣକ ମୃତ

Posted on November 14, 2025

ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଖବର ମୁତାବକ, ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ବନକଟ ଗାଁରେ ପତିପତ୍ନୀ ଏବଂ ତାଙ୍କ ୩ ଛୁଆଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥିଲା । ସମସ୍ତ ମୃତଦେହ ବନ୍ଦ ଘରେ ପଡିଥିଲା । ଘଟଣାର ପରିସ୍ଥିତି ଦେଖି ସନ୍ଦେହ କରାଯାଛି । ପରିଜନ ଏବଂ ଗାଁ ଲୋକ ବନ୍ଦ ଥିବା ଘରର କବାଟ ଭାଙ୍ଗିବା ପରେ ଭୟଙ୍କର ଦୃଶ୍ୟ ଦେଖିଥିଲେ । ତେବେ ମୃତକଙ୍କ ମଧ୍ୟରେ ୩୨ ବର୍ଷୀୟ ସ୍ବାମୀ, ୩୦ ବର୍ଷୀୟ ପତ୍ନୀ, ୬ ଏବଂ ୪ ବର୍ଷର ଝିଅ ଏବଂ ଦେଢବର୍ଷର ପୁଅ ରହିଥିଲା । ଘର ଭିତରୁ ବନ୍ଦ ରହିଥିଲା ।

ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଘଟଣାର ଯାଞ୍ଚ କରୁଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme