ସମ୍ବଲପୁରରେ ଫାୟାରିଂ । ୮ବର୍ଷର ନାବାଳକ ଦେହରେ ବାଜିଛି ଗୁଳି । ସମ୍ବଲପୁର ସଦର ଥାନା ମିର୍ଗାମୁଣ୍ଡାରେ ଗୁଳିକାଣ୍ଡ ହୋଇଛି । ଏୟାର ଗନ୍ ରେ ଜଣେ ଯୁବକ ଫାୟାରିଂ କରିବାରୁ ଜଣେ ୮ବର୍ଷର ନାବାଳକ ଦେହରେ ଗୁଳି ବାଜିଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି ପୋଲିସ ।
