Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର : ୨୧ତମ କିସ୍ତି ପାଇଁ ଚାଷୀମାନେ ଅପେକ୍ଷାରେ…

Posted on October 29, 2025

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଅଧୀନରେ ଦେଶର ଲକ୍ଷାଧିକ ଚାଷୀଙ୍କୁ ଲାଭ ମିଳିଛି । ଏପର୍ଯ୍ୟନ୍ତ ମୋଟ ୨୦ଟି କିସ୍ତି ପ୍ରଦାନ ହୋଇଛି, ଏବେ ୨୧ତମ କିସ୍ତି ପାଇଁ ଚାଷୀମାନେ ଅପେକ୍ଷାରେ ଅଛନ୍ତି, ଯାହା ନଭେମ୍ବର ପ୍ରଥମ ସପ୍ତାହରେ ପ୍ରଦାନ କରାଯିବାକୁ ଅନୁମାନ କରାଯାଉଛି ।

ସରକାରଙ୍କ ରେକର୍ଡ ଅନୁସାରେ, ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି ।

ଚାଷୀମାନେ ନିଶ୍ଚିତ କରିବା ଆବଶ୍ୟକ:
1. ଆଧାର ଏବଂ ଆକାଉଣ୍ଟ ସମ୍ପର୍କୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ ।
2. ଭୂ-ସତ୍ୟାପନ ହୋଇ ଜମି ରେକର୍ଡ ରାଜ୍ୟ ପୋର୍ଟାଲରେ ଭେରିଫାଇ କୁ ହେବା।

ଯଦି ଏହି ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଥାଏ, ତେବେ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପହଁଚିବ ନାହିଁ । ଅନେକ ଚାଷୀଙ୍କ ପଛ କିସ୍ତି କେବଳ ଏହି କାରଣ ପାଇଁ ଅଟକି ରହିଥିଲା । ସରକାର ବାରମ୍ବାର ଚାଷୀଙ୍କୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଅପିଲ୍ କରିଛନ୍ତି, ଏହି ଦୁଇଟି ପ୍ରକ୍ରିୟା ହେବା ପରେ କିସ୍ତି ସ୍ୱୟଂଚାଳିତ ଭାବରେ ଆକାଉଣ୍ଟକୁ ପହଁଚିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme