Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୂର୍ବତନ ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Posted on September 23, 2025

ଭିଜିଲାନ୍ସ ଜାଲରେ ବିବିସିସି ବ୍ୟାଙ୍କ ଲିମିଟେଡ୍ ଅଧୀନରେ ଥିବା ତିହିଡ଼ି ବାମନବିନ୍ଧା ସେବା ସମବାୟ ସୋସାଇଟିର ପୂର୍ବତନ ସେକ୍ରେଟାରୀ ସୁଦର୍ଶନ ଖଟୁଆ। ଲକ୍ଷାଧିକ ଟଙ୍କାର ସୋସାଇଟି ଫଣ୍ଡ୍ ଆତ୍ମସାତ୍ କରିବା ଅଭିଯୋଗରେ ବାନ୍ଧିଲା ପୁଲିସ। ସୁଦର୍ଶନଙ୍କ ବିରୋଧରେ ୧୩ ଲକ୍ଷରୁ ଅଧିକ ଟଙ୍କା ହେରଫେର୍ କରିଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ଏନେଇ ଅଧିକ ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ସୁଦର୍ଶନ ଖଟୁଆ ତିହିଡ଼ି ବାମନବିନ୍ଧା ସେବା ସମବାୟର ସେକ୍ରେଟାରୀ ଥିବା ସମୟରେ ସରକାରୀ ରେକର୍ଡକୁ ହେରଫେର କରି, ଫଣ୍ଡ୍ର ସଦସ୍ୟଙ୍କ ସଞ୍ଚୟ ବ୍ୟାଙ୍କ ଜମା ଉଠାଇ, ଡେ ବୁକ୍ରେ କମ୍ ବାଲାନ୍ସ ଦେଖାଇ ଫଣ୍ଡ୍ ପାଣ୍ଠିର ଅପବ୍ୟବହାର କରୁଥିଲେ। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୂଲ୍ୟଠାରୁ ଅଧିକ ମଣ୍ଡି ଲେବର ଚାର୍ଜ କରି ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କାର ପାଣ୍ଠି ହଡ଼ପ କରିଥିଲେ। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବାଲେଶ୍ଵର ଭିଜିଲାନ୍ସ ଏନେଇ ତଦନ୍ତ କରବା ପରେ ସୁଦର୍ଶନଙ୍କୁ ଗିରଫ କରିଛି। ଏନେଇ ଭିଜିଲାନ୍ସ ଟିମ୍ ଅଧିକ ଛାନଭିନ୍ ଚଳାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme