Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରି ;ଏବେବି ଅପରାଧୀଙ୍କ ନିକଟରେ ପହଞ୍ଚିପାରିନି ପୋଲିସ

Posted on October 13, 2025

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ୮ ଦିନ ହେଲେ ମଧ୍ୟ ଅଭିଯୁକ୍ତ ଧରାପଡିନାହାନ୍ତି। ପୋଲିସର ତିନୋଟି ଟିମ ଖଲ୍ଲିକୋଟ, ପୋଲସରା, ପାଟପୁର ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଚଢ଼ାଉ କରିଛି। ପାଟପୁର ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ହେଉଛି ଓ ଅନେକ ଜଣଙ୍କୁ ପଚରାଉଚରା କରାଯାଉଛି। ପୋଲିସ କିଛି ଜେଲ ଫେରନ୍ତା ଅପରାଧୀ ଓ ଜନୈକ କର୍ପୋରେଟରଙ୍କୁ ମଧ୍ୟ ଜେରା କରିଛି।

୧୨ କୋଟି ଟଙ୍କା ମୂଲ୍ୟର ଜମି ବିବାଦକୁ ନେଇ ଏହି ହତ୍ୟା ଘଟିଥିବା ସନ୍ଦେହ ଜୋରଦାର ହୋଇଛି। ଏହି ବିବାଦରେ କିଛି ବ୍ୟବସାୟୀ ଓ ନେତାମାନେ ସାମିଲ ଥିବା ଖବର ମିଳୁଛି। ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ ଜାରି ରଖିଥିବା ବେଳେ ଅଭିଯୁକ୍ତ ଧରାପଡିନଥିବାରୁ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme