Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା

Posted on November 8, 2025

ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା ।

ମହିଳା ଜଣକ ୨୦୨୨ରେ ବିବାହ କରିଥିବା ବେଳେ, ତାଙ୍କର ଏକ ୩ ବର୍ଷର ଝିଅ ଅଛି । ସ୍ବାମୀ ସକାଳୁ ଅଫିସ ଚାଲିଯିବା ପରେ, ଝିଅକୁ ସଂପର୍କୀୟଙ୍କ ଘରେ ଛାଡ଼ି ଆସିଥିଲେ ମହିଳା । ଘର ସଫା କରିବା ପରେ ଝିଅକୁ ନେବେ ବୋଲି କହିଥିଲେ । ତେବେ ସନ୍ଧ୍ୟାରେ ସ୍ବାମୀ ଅଫିସରୁ ଫେରି ଦେଖିଲା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା । ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଦେଖିବା ବେଳକୁ ସ୍ତ୍ରୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତେବେ ପିମ୍ପୁଡିଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଜୀବନ ହାରିଥିବା ସୁଇସାଇଡ୍ ନୋଟରେ କହିଛନ୍ତି ମୃତ ମହିଳା । ଏନେଇ ଅମିନପୁର ପୋଲିସ ଏକ ମାମଲା ରୁଜୁ କରିଛନ୍ତି । ପିମ୍ପୁଡିଙ୍କ ପ୍ରତି ପିଲାଟି ବେଳୁ ତାଙ୍କର ଭୟ ଥିଲା । ଏନେଇ ପରିବାର ଲୋକ ମଧ୍ୟ ପୂର୍ବରୁ ତାଙ୍କର ଚିକିତ୍ସା କରାଇଥିଲେ । ତେବେ ପିମ୍ପୁଡି ପାଇଁ ଜୀବନ ହାରିବା ସମସ୍ତଙ୍କୁ ଚକିତ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (906)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme