Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାରିବାରିକ କଳହର କରୁଣ ପରିଣତି, ବେକରେ ଲୁଗା ଦେଇ ଝୁଲିପଡିଲେ ମହିଳା

Posted on January 2, 2026

 ପାରିବାରିକ କଳହର କରୁଣ ପରିଣତି । ବେକରେ ଲୁଗା ଦେଇ ଝୁଲିପଡିଲେ ମହିଳା ।   ମୃତକ ମମତା ସ୍ବାଇଁ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା  ଗରୁଡବନ୍ଦି ଗ୍ରାମରେ । ଗ୍ରାମର ଲଲାଟ ସ୍ବାଇଁ ଆଠ ବର୍ଷ ପୂର୍ବେ ଅଁଳାଝରି ଗ୍ରାମର ମମତା ସ୍ବାଇଁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ଇତିମଧ୍ୟରେ ତାଙ୍କର ତିନି ବର୍ଷର ଝିଅଟିଏ । ବିଭିର୍ଣ୍ଣ ସମୟରେ ସ୍ବାମୀ, ଶାଶୁ, ଦିଅର ଓ ନଣଦ ମିଶି ମମତାଙ୍କୁ ଅତ୍ୟାଚାର କରିବା ସହିତ ଅଧିକ ଯୌତୁକ ଦାବି କରିଆସୁଥିଲେ । ଅତ୍ୟଧିକ ନିର୍ଯ୍ୟାତନା ସହିନପାରି ଗତକାଲୀ ରାତିରେ ବେକରେ ଲୁଗାଦେଇ ପଙ୍ଖାରେ ଝୁଲିପଡିଲେ ମହିଳା। ସକାଳେ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ବାମୀ ଲଲାଟ ସ୍ବାଇଁଙ୍କୁ ଅଟକ ରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme