Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନ୍ୟାସନାଲ ହେରାଲଡ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ଭକ୍ତ ଚରଣ…

Posted on December 17, 2025

ନ୍ୟାସନାଲ ହେରାଲଡ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଇଡି କରିଆସୁଛି ଟାର୍ଗେଟ। ରାହୁଲ ଓ ସୋନିଆଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ଅଣାଯାଉଛି। ଗଣତନ୍ତ୍ର ଓ ସମ୍ବିଧାନକୁ ଧ୍ବଂସ କରିବା ଲାଗି ଚାଲିଛି ଷଡ଼ଯନ୍ତ୍ର। ସୋନିଆ ଓ ରାହୁଲଙ୍କ ବିରୋଧରେ ବିଜେପି ବାରମ୍ବାର କରିଆସୁଛି ମିଛ ଆରୋପ। ଅସାଧୁ ଉପାୟରେ ଭୋଟ ଚୋରି କରିଆସୁଥିବା ବିଜେପିର ମୁଖା ଖୋଲିଛି। ବିରୋଧୀଙ୍କ ସ୍ବରକୁ ଦମନ କରିବା ଲାଗି ଷଡ଼ଯନ୍ତ୍ର ଟାଲିଛି। କ୍ଷମତାର ଦୁରୂପଯୋଗ କରି ଇଡିକୁ ବ୍ୟବହାର କରାଯାଉଛି। ପ୍ରତିବାଦରେ ଆସନ୍ତା କାଲି ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଦିଆଯିବ ଧାରଣା। ଆସନ୍ତା 19 ତାରିଖରେ ସାରା ରାଜ୍ୟରେ ହେବ ମଶାଲ ଯାତ୍ରା। ଗତକାଲି ରାହୁଲ ଓ ସୋନିଆଙ୍କ ବିରୋଧରେ ଦାୟର ଚାର୍ଜସିଟକୁ ଖାରଜ କରିଥିଲେ ଦିଲ୍ଲୀ କୋର୍ଟ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme