Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିଦ ହଜାଉଛନ୍ତି ୮ଟିକିଆ ହାତୀପଲ।, ବିଲରେ ପଶି କରୁଛନ୍ତି ଫସଲ ନଷ୍ଟ

Posted on October 27, 2025

ନିଦ ହଜାଉଛନ୍ତି ୮ଟିକିଆ ହାତୀପଲ। ଗତିବିଧି ଉପରେ ନଜର ରଖୁଛି ଡ୍ରୋନ। ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ବନାଞ୍ଚଳରେ ୮ଟିକିଆ ହାତୀପଲ ଘୁରି ବୁଲୁଛନ୍ତି । ଦିନ ଦ୍ବିପହରରେ ଧାନ କ୍ଷେତରେ ଡେରା ପକାଉଛନ୍ତି ହାତୀପଲ । ମୋଚିବାହାଲ -ସୋନପୁର ପୂର୍ତ୍ତ ରାସ୍ତାର ରେଙ୍ଗାଲି ନିକଟରେ ହାତୀପଲ ରାସ୍ତା ପାର ହୋଇ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି।

ଗତକାଲି ଭାଗ ଭାଗ ହୋଇ ଉପଦ୍ରଵ କରୁଥିଲେ। ଆଜି ଏକାଠି ହାତୀପଲ ବିଭିନ୍ନ ଚାଷ ଜମିରେ ଘୁରି ବୁଲୁଛନ୍ତି। ବନବିଭାଗ ଅତ୍ୟାଧୁନିକ ଡ୍ରୋନ ସହାୟତାରେ ହାତୀପଲଙ୍କ ଗତିବିଧି ଉପରେ ନଜିର ରଖିଛି। ଏଥିସହ ଚାଷୀଙ୍କୁ ସଚେତନ କରୁଛି ବନ ବିଭାଗ। ସେପଟେ ହାତୀ ଘଉଡ଼ାଇବାରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ଦାବି କରିଛନ୍ତି। ସେହିପରି ବଡବାହାଳ ବନାଞ୍ଚଳ କାଙ୍କଣପଡା,ବଡକସିବାହାଲ,ସାନ ନହଆଁପଡା ଅଞ୍ଚଳରେ ମଧ୍ୟ ୩ଟିକିଆ ହାତୀପଲ ଚାଷୀଙ୍କୁ ନିଦ ହଜାଇ ସାରିଲାଣି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme