Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୀପାବଳି ପାଇଁ ଅପରାହ୍ନ ୩ ଟା ପରେ ଆମ ବସ୍ ସେବା ଉପଲବ୍ଧ ହେବ ନାହିଁ

Posted on October 20, 2025

ଦୀପାବଳି ପାଳନକୁ ଦୃଷ୍ଟିରେ ରଖି ଅପରାହ୍ନ ୩ ଟା ପରେ ଆମ ବସ୍ ସେବା ଉପଲବ୍ଧ ହେବ ନାହିଁ । ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ସୂଚନା ଦେଇଛି ।  ଏହାର ଏକ୍ସ ହ୍ୟାଣ୍ଡେଲରେ  CRUT କହିଛି ଯେ ଦୀପାବଳି ପର୍ବ ଉପଲକ୍ଷେ, ଆମ ବସ୍ ସେବା ଅପରାହ୍ନ ୩  ଟା ପର୍ଯ୍ୟନ୍ତ  ସମସ୍ତ କାର୍ଯ୍ୟକ୍ଷମ ସହରଗୁଡ଼ିକରେ ଉପଲବ୍ଧ ହେବ।

ଏହା ଆହୁରି କହିଛି ଯେ ହେଲ୍ପଲାଇନ୍ ସେବା ମଧ୍ୟ ଅପରାହ୍ନ ୩  ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ।  ଏହାର ନିୟମିତ ସେବା ଅକ୍ଟୋବର 21 ତାରିଖରେ ପୁଣି ଆରମ୍ଭ ହେବ। ହଜାର ହଜାର ଲୋକ ନିୟମିତ ଭାବରେ ଯାତ୍ରା କରିବା ପାଇଁ ଆମା ବସ୍ ସେବା ବ୍ୟବହାର କରନ୍ତି ।  ବସ୍‌ର ମୂଲ୍ୟ ଏବଂ ଫ୍ରିକ୍ୱେନ୍ସିକୁ ଦୃଷ୍ଟିରେ ରଖି ଲୋକମାନେ ସାର୍ବଜନୀନ ପରିବହନ ସୁବିଧା ବ୍ୟବହାର କରିବାକୁ ପସନ୍ଦ କରନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme