Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀରେ ବାୟୁପ୍ରଦୂଷଣ ସାମାନ୍ୟ କମିଲେ ମଧ୍ୟ AQI ‘ଅତି ଖରାପ’ ଶ୍ରେଣୀରେ

Posted on November 30, 2025

ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଛି । ଗତକାଲି ସନ୍ଧ୍ୟାରେ ପବନର ବେଗ ଯୋଗୁଁ ଦିଲ୍ଲୀ AQI ଆଜି ସକାଳେ ବହୁତ ଖରାପରେ ରହିଛି । ଦିଲ୍ଲୀରେ AQI ସକାଳ ପ୍ରାୟ ୭ଟାରେ ୩୦୦ରେ ଥିଲା । ଯାହା ବର୍ତ୍ତମାନ ପାଖାପାଖି ୨୭୦ରେ ରହିଛି । ମନିଟରିଂ ଷ୍ଟେସନରେ ଆଜି AQI ୩୦୦ରୁ କମ୍ ବୋଲି ରେକର୍ଡ କରାଯାଇଛି ।

ସୂଚନାନୁଯାୟୀ, ସନ୍ଧ୍ୟା ୬ ଟାରେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI “ଅତି ଖରାପ” ଥିଲା ଯାହାର ସୂଚନା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଛନ୍ତି । ଯାହା ଜନସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି । ଦିଲ୍ଲୀର କିଛି ସ୍ଥାନରେ ପ୍ରଦୂଷଣ ସ୍ତର ସାମାନ୍ୟ କମିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଚିନ୍ତାଜନକ ରହିଛି । ଆଜି RK ପୁରମ ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ରହିଛି । ଯାହାର AQI ୩୦୮ ଥିଲା । ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ପ୍ରଦୂଷଣ ପରିସ୍ଥିତିକୁ ଆହୁରି ବିପଦପୂର୍ଣ୍ଣ କରିଥାଏ । ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରଦୂଷଣ ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା ଏବଂ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme