Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀରେ ପ୍ରଥମ ଥର କୃତ୍ରିମ ବର୍ଷା, ପ୍ରଦୂଷଣ ନିୟନ୍ତ୍ରଣରେ ନୂଆ ପଦକ୍ଷେପ

Posted on October 24, 2025

ରାଜଧାନୀ ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏବେ ନୂଆ ଉପାୟ ନେଇଛନ୍ତି । କୃତ୍ରିମ ବର୍ଷା ଅର୍ଥାତ୍ କ୍ଲାଉଡ୍ ସିଡିଂ ମାଧ୍ୟମରେ ପ୍ରଦୂଷଣ କମାଇବାର ପ୍ରୟାସ ଆରମ୍ଭ ହୋଇଛି ।

ଆସନ୍ତା ୨୯ ତାରିଖରେ ଦିଲ୍ଲୀରେ ପ୍ରଥମ କୃତ୍ରିମ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ବୁରାଡି ଅଞ୍ଚଳରେ IIT କାନ୍ପୁରର ବିଶେଷଜ୍ଞ ଦଳ ଏହାର ସଫଳ ପରୀକ୍ଷା କରିଛନ୍ତି । ଏହି ବର୍ଷା ବାୟୁରେ ଥିବା କ୍ଷତିକାରକ କଣିକାକୁ ଧୋଇ ପ୍ରଦୂଷଣ ହ୍ରାସ କରିବ ।

ଏହି ପ୍ରକଳ୍ପ ପାଇଁ ଦିଲ୍ଲୀ ସରକାର ୩.୨୧ କୋଟି ଟଙ୍କା ବ୍ୟୟ ନିର୍ଦ୍ଧାରଣ କରିଛନ୍ତି । ପୂର୍ବରୁ ମୌସୁମୀ ପରିସ୍ଥିତି ଅନୁକୂଳ ନ ଥିବାରୁ ବିଳମ୍ବ ହୋଇଥିଲା । ଦିଲ୍ଲୀର ବାୟୁ ଗୁଣବତ୍ତା ସୁଧାର ପାଇଁ ଏହି ପ୍ରୟାସକୁ ଏକ ଐତିହାସିକ ପଦକ୍ଷେପ ବୋଲି ମନେ କରାଯାଉଛି । ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme