Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦମ୍ପତିଙ୍କୁ ତାଲା ପକାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

Posted on December 13, 2025

ବିଳମ୍ୱିତ ରାତିରେ ଦମ୍ପତିଙ୍କୁ ତାଲା ପକାଇ ଦେଢ଼ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା । ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରା ସାହିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର କଲ୍ୟାଣ ବେହେରା ଏବଂ ତାଙ୍କ ସ୍ତ୍ରୀ ଛବି ବେହେରା ଖାଇ ପିଇ ଶୋଇଥିଲେ । ବିଳମ୍ବିତ ରାତିରେ ଘରର ଲାଇଟ ଜଳିବା ଏବଂ ବନ୍ଦ ହେବାରୁ ଛବିଙ୍କ ନିଦ ଭାଙ୍ଗି ଯାଇଥିଲା l ତାଙ୍କ ସ୍ବାମୀଙ୍କୁ ଉଠାଇ କବାଟ ଖୋଲିବାରୁ କବାଟ ବାହାରୁ ବନ୍ଦ ଥିବା ଦେଖି ପଡିଶା ଘର ଲୋକଙ୍କୁ ଡାକ ପକାଇଥିଲେ l ପଡୋଶୀ କବାଟ ଖୋଲିବା ପରେ ଅନ୍ୟ ଏକ ରୁମର ତାଳ ଭଙ୍ଗା ଯାଇ ଘର ଭିତରେ ଥିବା ୪ଟି ଆଟାଚ ଏବଂ ୨ଟି ବାକ୍ସ ନଥିବା ଦେଖିବାକୁ ପାଇଥିଲେ । ଏକ ଆଟାଚରେ ଦେଢ଼ ଲକ୍ଷଟଙ୍କା ଥିଲା । ଲୁଟେରା ମାନେ ବାକ୍ସ ଏବଂ ଆଟାଚକୁ ଭାଙ୍ଗି ଘର ଠାରୁ ୫ଶହ ମିଟର ଦୂରରେ ଫିଙ୍ଗି ଚମ୍ପଟ ମାରିଛନ୍ତି । ଏନେଇ ନେଇ କଲ୍ୟାଣ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଛାନବିନ କରୁଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme