Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜେଆରଟି କମ୍ପନୀରେ ତାଲା ପକାଇଲେ ଶ୍ରମିକ

Posted on October 6, 2025
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2621440;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;


ତାଳଚେର : ଏମ୍‌ସିଏଲ୍‌ ତାଳଚେର ଅନନ୍ତ କୋଇଲା ଖଣିରେ ମାଟି କୋଇଲା ପରିବହନ କାମ କରୁଥିବା ଜେଆରଟି କମ୍ପାନୀର କର୍ମଚାରୀଙ୍କୁ ବୋନସ ସହିତ ଇପିଏଫ ଟଙ୍କା ଦେଉନଥିବାରୁ ଆଜି କର୍ମଚାରୀମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତାଲା ପକାଇ ଦେଇଥିଲେ।
 ସୂଚନା ମୁତାବକ, ଜେଆରଟି କମ୍ପାନୀରେ କାର୍ଯ୍ୟରତ ଥିବା ୧୩୮ ଜଣ ଶ୍ରମିକଙ୍କୁ ଗତ ୩ ମାସ ହେଲା ସେମାନଙ୍କର ପ୍ରାପ୍ୟ ସହିତ ଦଶହରା ବୋନସ, ଇପିଏଫ୍‌ ଏବଂ ଗ୍ରାଚୁଆଟି ଦେଉନାହିଁ। ଯାହା ଫଳରେ କର୍ମଚାରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏପରିକି କମ୍ପାନୀର ଅଧିକାରୀଙ୍କୁ ଏହା ବାବଦରେ ଅଭିଯୋଗ କଲେ କମ୍ପାନୀ ପକ୍ଷରୁ ବିଭିନ୍ନ ଧମକ ଦେବା ସହିତ ଟଙ୍କା ଦିଆଯିବ ନାହିଁ ବୋଲି ସିଧା କହି କର୍ମଚାରୀଙ୍କୁ ଭଗାଇ ଦେୁତିବା ଅଭିଯୋଗ କରିଛନ୍ତି। ଏଭଳି ଘଟଣା ହେବାରୁ ଆଜି କମ୍ପାନୀର କାର୍ଯ୍ୟରତ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଅନନ୍ତ କୋଇଲା ଖଣିରେ ଥିବା ଜେଆରଟି କମ୍ପାନୀର କାର୍ଯ୍ୟାଳୟକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ତ୍ରିନାଥ ସାହୁ, ସୁଶାନ୍ତ ସାହୁ, ଜଗଦିଶ ମହାନ୍ତି, ମନୋଜ ସାହୁ, ବିଜୟ ଆଇଚ, ଘନଶ୍ୟାମ ବେହେରା, ଲିଟନ କାଞ୍ଜି, ଦୋଳ ନାଏକ, ସୂର୍ଯ୍ୟକାନ୍ତ ସାହୁ, ପଟେଲ ପ୍ରଧାନଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme