Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚାକିରି ଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

Posted on December 16, 2025

ରାଉରେକଲାରେ ଚାକିରି ଦେବା ନାଁରେ ବଡ଼ ଠକେଇ ଅଭିଯୋଗ । ରେଳବାଇ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି ଦେଵା ନାମରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ଠକେଇ ନେଇ ଅଭିଯୋଗ ହୋଇଛି । ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଉରକେଲା ଛେଣ୍ଡ ଥାନା ପୋଲିସ। ରେଳବାଇ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି ଦେଵାକୁ କହି ଜାଲି ନିଯୁକ୍ତିପତ୍ର ଦେଇ ଠକୁଥିଲା କୋରାପୁଟ ଜୟପୁର ଅଞ୍ଚଳର ସନ୍ତୋଷ କୁମାର ସାହୁ । ତା ପାଖରୁ ବହୁ ପରିମାଣର ଜାଲି ନିଯୁକ୍ତି ପତ୍ର, ବେକାର ଯୁବକ ଯୁବତୀଙ୍କ ଆବେଦନ ପତ୍ର, ବିଭିନ୍ନ ଜାଲି ଡକ୍ୟୁମେଣ୍ଟ ଓ ଦୁଇଟି ମୋବାଇଲ ଫୋନ ଜଵତ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme